Page 2 - NIS Odia 16-31 Aug 2022
P. 2
୍
ମନ କୀ ବାତ 2.0 (38ତମ ଅଧ୍ାୟ, 31 ଜୁଲାଇ 2022)
୍
ୁ
ଆମର ଯୁବକ ସବ ନଷେତ୍ରନର
ୁ
ି
ଆମକୁ ନଗୌରବାନ୍ତ କରଛନ୍ି
୍ତି
ି
ସ୍ାଧୀନତାର 75 ତମ େଷମୁ ପୂର୍ର ଅେ୍ୟେହିତ ପୂେମୁର ୁ ପ୍ରଧାନମନ୍ତ୍ୀ ନବରନ୍ଦ୍ ବମାଦୀ ବଲାକପ୍ରୟ କାଯମୁ୍ୟକ୍ମ ‘ମନ୍ କୀ
ୋତ୍ ’ ମାଧ୍ୟମବର ବଦଶର େିଭନ୍ନ ବଲାକଙ୍କ ସହ ୋର୍ମୁାଳାପ କରିଛନ୍ି। ଏହି ସମୟବର ବସ ସ୍ତନ୍ତ୍ତା ବସନାନୀଙ୍କ ତ୍ୟାଗ
ି
ଏେଂ ବଦଶବପ୍ରମ ତଥା େଳିଦାନ କଥା କହିୋ ବେବଳ ବେଳଣା ବକ୍ତ୍ବର ଭାରତର ଆତ୍ମ ନିଭମୁରତା, ବେଳ ଦୁନିଆବର
ଭାରତର ବଗୌରେମୟ ଯାତ୍ା, ଭରତୀୟ ସଂସ୍ୃତିବର ବମଳା ମବହାତ୍ସେର ମହତ୍ତ୍ ଏେଂ ଜନ ଆବବ୍ାଳନବର ପରିଣତ
ୃ
ବହାଇଥିୋ ଅମତ ମବହାତ୍ସେ ଭଳି େିଷୟ ୋେଦବର ବଲାକଙ୍କ ସହ କଥାେର୍ମୁା କରିଥିବଲ। ଉପସ୍ାପନ କର ୁ ଛୁ ‘ମନ୍ କୀ
ୋତ୍ ’ର କୀଦଂଶ:
n ଆତ୍ମନିଭମୁରଶୀଳ ବେଳଣା ବକ୍ତ୍: ଆଜି ଆମର ଖେଳଣା ଶିଳ୍ପ ଅଭ ୁ ତପୂର୍ବ, ଅକଳ୍ପନୀୟ ସଫଳତା ହାସଲ କରିଛି। ପୂର୍ବର ୁ 3 ହଜାର ଖକାଟିର ୁ ଅଧିକ ମୂଲ୍ୟର
ୁ
ଖେଳଣା ରାହାର ୁ ଆମଦାନୀ ଖହାଇଥିରାଖରଖଳ ଆଜି ଭାରତ 2600 ଖକାଟିର ୁ ଅଧିକ ମୂଲ୍ୟର ଖେଳଣା ରିଖଦଶକୁ ରପ୍ାନି କରିଛି। ଆସନ୍ ଆଖମ ସମଖତେ
ି
ସମଗ୍ର ରିଶ୍ୱଖର ଭାରତୀୟ ଖେଳଣାକୁ ଅଧିକ ଖଲାକପ୍ୟ କରାଇରା।
n ଶୁମି ବେଳଣା ନାମବର ଷ୍ାରମୁଅପ୍: ଖରଙ୍ାଲୁର ୁ ର ଶୁମି ଖେଳଣା ନାମକ ଏକ ଷ୍ାଟ୍ବଅପ୍ ପରିଖରଶ ଅନୁକୂଳ ଖେଳଣା ତିଆରି ଉପଖର ଧ୍ାନ ଖଦଉଛି। ଗୁଜରାଟଖର
ି
୍
ଆକକିଡଜୁ କମ୍ାନୀ ଏଆର୍-ଆଧାରିତ ଫାସ୍ କାର୍ ଏରଂ ଏଆର୍-ଆଧାରିତ କାହାଣୀ ପୁତେକ ପ୍ତେୁତ କର ୁ ଛି। ପୁଖନଭତ୍ିକ କମ୍ାନୀ ଫନ୍ ଖରସନ୍ ଲର୍କିଂ କମ୍ାନୀ,
ି
ି
ି
ି
ଖେଳଣା ଏରଂ ପଜଲ୍ ମାଧ୍ମଖର ପଲାମାନଙ୍କ ମଧ୍ଖର ରିଜ୍ାନ, ପ୍ଯୁକ୍ରିଦ୍ୟା ଏରଂ ଗଣତ ପ୍ତି ଆଗ୍ରହ ସୃଷ୍ କରିରାଖର ନିଖୟାଜିତ ରହିଛି।
ି
ି
ି
n କ୍ୀଡାବର ଭାରତୀୟ ବଗୌରେ: ଆଜି ଆମର ଯୁରକମାଖନ ପ୍ଖତ୍ୟକ ଖଷେତ୍ରଖର ଖଦଶକୁ ଗରକିତ କର ୁ ଛନ୍ି। ଏଭତଖର ପଭ ସିନ୍ୁ ସିଙ୍ାପୁର ଓପନର ପ୍ଥମ ଟାଇଟଲ୍
ଜିତିଛନ୍ି। ରିଶ୍ୱ ଆଥଖଲଟିକ୍ସ ଚାମ୍ିୟନଶିପ୍ ଖର ଖଦଶ ପାଇଁ ନୀରଜ ଖଚାପ୍ା ଖରୌପ୍ୟ ପଦକ ଜିତିଛନ୍ି। ଆମ ଖେଳାଳିମାଖନ ଆୟଲ୍ବାଣ୍ଡ ପାରା ର୍ୟାଡମିଣ୍ଟନ
୍ବ
ଇଣ୍ଟରନ୍ୟାସନାଲଖର 11 ଟି ପଦକ ଜିତିଛନ୍ି। ଆମ ଆଥଖଲଟ୍ ସୁରଜ 32 ରରର ଦୀର୍ବ ର୍ୟରଧାନ ପଖର ଗ୍ରୀଖକା-ଖରାମାନ୍ କ୍ୀଡା ଇଖଭଣ୍ଟଖର କୁତେ ସ୍ୱର୍୍ବ ପଦକ
ି
ଜିତି ସମତେଙ୍କୁ ଚକିତ କରିଛନ୍ି।
n ଭାରତୀୟ ବମଳାର ଗୁର ୁ ତ୍ୱ: ଆମ ଖଦଶଖର ଖମଳାଗୁଡିକର ସାଂସ୍ୃତିକ ଗୁର ୁ ତ୍ୱ ରହିଛି। ଯଦି ଆପଣ ହିମାଚଳ ପରିଦଶ୍ବନ କରିରାକୁ ଯାଉଛନ୍ି, ଖତଖର ଆପଣ
ଚାମାର 'ମିଞ୍ଜର ଖମଳା' ଖଦଖିରାକୁ ନିଶ୍ଚୟ ଯାଆନ୍। ଖସହିପରି ଖତଖଲଙ୍ାନାଖର ଦୁଇ ଆଦିରାସୀ ଖଦରୀ - ସମକ୍ା ଏରଂ ସରଳମ୍ାଙ୍କ ଭକ୍ଖର ସରଲମ୍ା ଯାତ୍ରା
ୁ
୍
ି
ି
ଖମଳା ପାଳନ କରାଯାଏ। ଏହି ଖମଳାକୁ ଖତଖଲଙ୍ାନାର ମହାକୁମ୍ଭ ଖରାଲ ମଧ୍ କୁହାଯାଏ। ଆନ୍ଧ୍ପ୍ଖଦଶର ମରିଦାମ୍ା ଖମଳା, ରାଜସ୍ାନର ସିଆୱା ଖମଳା,
ି
ଛତିଶଗଡର ନାରାୟଣପୁରଖର ମାଭଲ ଖମଳା, ଗୁଜୁରାଟର ତଖରନ୍ ତାର ଏରଂ ମାଖଧାପୁର ଭଳି ଅଖନକ ଖମଳା ମଧ୍ ପ୍ସିଦ୍ଧ।
ୃ
୍ବ
ନୂତନ ଆଶା ପାଲର ୁ ଛି ‘ଆୟୁଷ’: ଆୟୁର ରପ୍ାନିଖର ଏକ ଖରକଡ ଅଭରଦ୍ଧି ରଟିଛି ଏରଂ ଏହି ଖଷେତ୍ରଖର ଅଖନକ ନୂତନ ଷ୍ାଟ୍ବଅପ୍ ମଧ୍ ଉଦୀୟମାନ ଖହଉଛି।
ି
n
ି
ସମ୍ପ୍ତି ଏକ ଖଗ୍ାରାଲ୍ ଆୟୁର ନିଖରଶ ଏରଂ ଅଭନର ସମ୍ଳନୀ ଆଖୟାଜିତ ଖହାଇଥିଲା, ଖଯଉଁଠାଖର ପ୍ାୟ 10 ହଜାର ଖକାଟି ଟଙ୍କାର ନିଖରଶ ପ୍ତୋର ଗ୍ରହଣ
ି
ୃ
ି
କରାଯାଇଥିଲା। ମହାମାରୀ ସମୟଖର ଔରଧୀୟ ଉଦ୍ଦ ଉପଖର ଗଖରରଣା ମଧ୍ ରଦ୍ଧି ପାଇଛି।
୍ବ
ୃ
n ଜନ ଆବ୍ାଳନବର ପରିଣତ ବହାଇଛି ଅମତମବହାତ୍ସେ: ଖଦଶ ପାଇଁ ନିଜ ଜୀରନକୁ ଉତ୍ସଗ କରିଥିରା ଶହୀଦ ଉଦୟ ସିଂ ଏରଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କୁ
ଶ୍ରଦ୍ଧାଞ୍ଜଳି। ଖମରାଳୟର ଖଲାକମାଖନ ଏକ ଖଲାକପ୍ୟ କାନକିଭାଲ ମାଧ୍ମଖର ସ୍ୱାଧୀନତା ସଂଗ୍ରାମୀ ୟୁ ତିଖରାତ ସିଂଙ୍କ ଅରଦାନକୁ ମଖନ ପକାଇଥିଖଲ।
ି
୍ବ
ି
କର୍୍ବାଟକଖର ଅମୃତା ଭାରତୀ କନ୍ନଡାଥ୍ବୀ ନାମକ ଏକ ନିଆରା ଅଭଯାନ ମାଧ୍ମଖର ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅପଣ କରାଯାଇଥିଲା।
ି
n ଆଜାଦୀ ବରଳଗାଡି: ଖଦଶର 24ଟି ରାଜ୍ୟଖର ର୍ୟାପଥିରା 75ଟି ଖରଳ ଖଷ୍ସନକୁ ଚିହ୍ନଟ କରାଯାଇଛି, ଖଯଉଁଠାଖର ସ୍ୱାଧୀନତା ସଂଗ୍ରାମଖର ଖସମାନଙ୍କର
ି
ଭ ୂ ମିକା ରିରୟଖର ସଖଚତନତା ସୃଷ୍ କରିରାର ଏକ ନୂତନ ପଦଖଷେପ- ଆଜାଦୀ ଖରଳଗାଡି ଓ ଖଷ୍ସନ୍ ଆରମ୍ଭ କରାଯାଇଛି।
୍ବ
କର୍ମୁେ୍ୟ କାଳ: ସ୍ୱାଧୀନତାର ଅମୃତ ମଖହାତ୍ସର ଅରଧିଖର ଖହଉଥିରା ଏ ସରୁ ଆଖୟାଜନର ଉଖଦେଶ୍ୟ ଖହୁଛି ଆଖମ ସରୁ ଖଦଶ ରାସୀ ସମ୍ୂର୍ ନିଷ୍ାର ସହ ନିଜ
n
କତ୍୍ବର୍ୟ ପାଳନ କରିରା। ଖସଥିପାଇଁ ପରରତ୍୍ବୀ 25 ରର୍ବ ପ୍ଖତ୍ୟକ ଖଦଶ ରାସୀଙ୍କ ପାଇଁ କତ୍୍ବର୍ୟ କାଳ ଭଳି ଖହାଇଛି ।
୍
୍
୍
‘ମନ କୀ ବାତ ’ ପୂରା ଶୁଣିବାକୁ କୁ୍ୟଆର
୍
ନକାଡ ସ୍ାନ କରନ୍ତୁ।
2 ନୟୁ ଇଣ୍ଆ ସମାଚାର | 16-31 ଅଗଷ୍ଟ, 2022
ଡି
୍