Page 46 - NIS Odia 16-31 Aug 2022
P. 46
ରାଷ୍ଟଟ୍ର ପ୍ରଧାନମନ୍ତୀଙ୍କ ଗୁଜରାଟ ଗସ୍ତ
ି
ସମବାୟର ସମୃଦ୍
ୁ
ସାବର ନଡରୀନର 1,000 ନକାଟର ଅଧିକ ଟଙ୍କା ନିନବଶ,
ୁ
ି
୍ତି
ନବନିମତ ପ୍ରକଳ୍ପର ଉଦ ଘାଟନ ଓ ଶିଳାନ୍ୟାସ
୍
ବକନ୍ଦ୍ ସରକାରଙ୍କ ମୁେ୍ୟ ଉବଦେଶ୍ୟ ବହଉଛି ଗ୍ାମୀଣ ଅଥମୁନୀତିକୁ ବପ୍ରାତ୍ସାହନ ବଦୋ ଏେଂ ଏହା ସହ ଜଡିତ େିଭନ୍ନ କାରୋରକୁ
ି
ଅଧିକ ଲାଭଦାୟକ କରିୋ। ବଯବତବେବଳ ପ୍ରଧାନମନ୍ତ୍ୀ ନବରନ୍ଦ୍ ବମାଦୀ 28 ଜୁଲାଇବର ସାେର ବଡରୀ ଗସ୍ତବର ଆସି ଏଠାବର
1,000 ବକାରି ରଙ୍କା େିନିମୟବର ନିମ୍ତିତ େିଭନ୍ନ ପ୍ରକଳ୍ପର ଉଦ୍ �ାରନ କରିୋ ସହ କିଛି ପ୍ରକଳ୍ପଲ ଲାଗ ଶିଳାନ୍ୟାସ କରିୋ ପବର
ି
ି
ଏଥିବର ଆଉ ଏକ ପାଦ ବଯାଡି ବହାଇଛି। ଏହି ପ୍ରକଳ୍ପସେୁ ସ୍ାନୀୟ କଷକ ଏେଂ ଦୁଗ୍ ଧ ଚାଷୀଙ୍କୁ ସଶକ୍ କରିୋବର ପ୍ରମୁେ ଭ ୂ ମିକା
ୃ
ୃ
ବନବେ। ଏହାଦ୍ାରା ତାଙ୍କ ଆୟ େଦ୍ି ବହେ ଏେଂ ଏହି ଅଞ୍ଳବର ମଜଭ ୁ ତ ବହେ ଗ୍ାମୀଣ ଅଥମୁେ୍ୟେସ୍ା… ।
ଗୁ ଜୁରାଟର ସାରରକାଂଠା ଜିଲୋସ୍ତ ସାରର ଖଡରୀ ଆଜି ଖଦଶର
ି
ଏକ ଅଗ୍ରଣୀ ଦୁଗ୍ଧ ଉତ୍ାଦକ ଭାରଖର ଜଣାଶୁଣା। 1964 ମସିହାଖର,
ଭ ୁ ରାରାଇ ପଖଟଲ, ଖଗାପାଳଭାଇ ପଖଟଲ ଏରଂ ଅମ୍ଭାଇ ପଖଟଲ
ବୁ
କି
ଏରଂ ଡ. ଭଗଜ୍ କୁରିଆନ୍ ଙ୍କ ଉଦ୍ୟମଖର ମାତ୍ର 19ଟି ଦୁଗ୍ଧ ଉତ୍ାଦକ ଖସାସାଇଟିକୁ
ଖନଇ ଏହାର ଆରମ୍ଭ ଖହାଇଥିଲା। ଆଜି ଏହା ପ୍ାୟ 1800ର ୁ ଅଧିକ ଖସାସାଇଟିର
ଲଷେ ଲଷେ ଦୁଗ୍ଧ ଚାରୀଙ୍କ ସହ ଖଯାଡି ଖହାଇଛି। ଖକନ୍ଦ୍ ଓ ରାଜ୍ୟ ସରକାରଙ୍କ ଦ୍ାରା
ନିଆଯାଉଥିରା ର୍ୟାପକ ପଦଖଷେପ ଏରଂ ଅମୁଲ୍ ସଂସ୍ାନ ସହ ଖଯାଡି ଖହାଇ
ସାରରକାଂଠା ଜିଲୋର ଲଷେ ଲଷେ ଦୁଗ୍ ଧ ଚାରୀ େୁସିର କାହାଣୀ ଖଲଖିଛନ୍ି।
ଗୁଜରାଟର ସାରକାଂଠାର ଗଖ�ାଦା ଖଚୌକି ନିକଟଖର ସାରର ଖଡରୀଖର 1000
ି
ଖକାଟି ଟଙ୍କାର ୁ ଅଧିକ ମୂଲ୍ୟର ନିଖରଶରଖର ଖହାଇଥିରା ରିଭନ୍ନ ପ୍କଳ୍ପର ଉଦ୍ାଟନ
ତଥା ଭତ୍ିପ୍ତେର ସ୍ାପନ କରି ପ୍ଧାନମନ୍ତୀ ନଖରନ୍ଦ୍ ଖମାଦୀ କହିଛନ୍ି, “ଆଜି ସାରର
ି
ଖଡରୀର ସମ୍ପ୍ସାରଣ ଖହାଇଛି। ଏଠାଖର ଶହ ଶହ ଖକାଟି ଟଙ୍କା ରିନିମୟଖର
ନୂତନ ପ୍କଳ୍ପମାନ ସ୍ାପନ କରାଯାଉଛି। ଅତ୍ୟାଧୁନିକ ଜ୍ାନ ଖକୌଶଳଖର ସଜ୍ଜିତ
୍ଟ
ଏକ ଦୁଗ୍ଧ ପାଉଡର ପ୍ାଣ୍ଟ ଏରଂ ଏ-ଖସପକ୍ ପ୍ୟାକିଂ ରିଭାଗଖର ଆଉ ଏକ
ି
ୃ
ଲାଇନ ଖଯାଡିଖହରା ଦ୍ାରା ସାରର ଖଡରୀର ଷେମତା ଆହୁରି ରଦ୍ଧି ପାଇର।” ଏହି
ୃ
ପ୍କଳ୍ପଗୁଡିକ ସ୍ାନୀୟ କରକ ଏରଂ ଦୁଗ୍ଧ ଉତ୍ାଦନକାରୀଙ୍କୁ ସଶକ୍ କରିର ଏରଂ
ଖସମାନଙ୍କର ଆୟ ରଦ୍ଧି କରିର। ଏହି ପଦଷେଖସ୍ାନୀୟ ଅଞ୍ଚଳର ଗ୍ରାମୀଣ ଅଥ୍ବନୀତିକୁ
ୃ
ମଜରୁତ କରିର। ସାରର ଖଡରୀ ଗୁଜୁରାଟ, ରାଜସ୍ାନ, ମହାରାଷ୍ଟ୍, ହରିୟାଣା,
ି
ପଞ୍ଜାର ସଖମତ ଖଦଶର ରିଭନ୍ନ ରାଜ୍ୟଖର ଆଧୁନିକ ଦୁଗ୍ଧ କାରୋନା ପ୍ତିଷ୍ା କରିଛି
ି
ଏରଂ ନୂତନ ଉତ୍ାଦ ପ୍କ୍ୟାକରଣ ପାଇଁ ନୂତନ ପ୍ାଣ୍ଟ ସ୍ାପନ ଦିଗଖର କ୍ମାଗତ
ଖଚଷ୍ା ଜାରି ରଖିଛି। ଲଷେ ଲଷେ ଖଲାକଙ୍କ ଜୀରନଖର ସମୃଦ୍ଧି ଏରଂ ସୁେ ଆଣ ି
ୃ
୍ବ
ି
ସାରର ଡାଏରୀ ଆଜି ଖଦଶର ଦରୁତ ଅଭରଦ୍ଧି ଯାତ୍ରାଖର ଏକ ଗୁର ୁ ତ୍ୱପୂର୍ ଅଂଶୀଦାର
ଖହାଇଥିରାର ୁ ମୁଁ ଗରକିତ। ସାରର ଖଡରୀ ଏରଂ ଅମୁଲ ଗ୍ରାମୀଣ ରିକାଶର ଖକନ୍ଦ୍ଖର
ସର୍ବଦା ମହିଳା ସଶକ୍ୀକରଣକୁ ପ୍ାଧାନ୍ୟ ଦିଆଯାଇଥାଏ। ଗାଁ ଗାଁଖର ଦୁଗ୍ ଧ
ଉତ୍ାଦନ ଓ ପ୍କ୍ୟାକରଣଖର ଆଧୁନିକ ଖଟଖକ୍ନାଖଲାଜିକୁ ଖଯାଡି ମହିଳାମାନଙ୍କୁ
ି
ରିକାଶ ଯାତ୍ରାଖର ଖଯାଡିରାଖର ଖଡରୀ ଖଷେତ୍ରର ଅରଦାନ ସରୁଖରଖଳ ଆଗୁଆ
ରହିଛି। ସାରର ଖଡରୀ ଗୁଜୁରାଟ ଖକାଅପଖରଟିଭ ମିଲ୍କ ମାଖକ୍ବଟିଂ ଖଫଖଡଖରଶନ
(ଜିସିଏମଏମଏଫ) ର ଏକ ଅଂଶ, ଯାହା ଆମୁଲ ବ୍ାଣ୍ଡ ଅନ୍ଗ୍ବତ ଦୁଗ୍ଧ ଏରଂ
ଦୁଗ୍ଧଜାତ ଦ୍ର୍ୟ ଉତ୍ାଦନ କରିରା ସହ ତାହାର ରିପଣନ କରିଥାଏ।
44 ନୟୁ ଇଣ୍ଆ ସମାଚାର | 16-31 ଅଗଷ୍ଟ, 2022
୍
ଡି