Page 45 - NIS Odia 01-15 February, 2025
P. 45

ରୟାଷ୍ଟ୍
                                                                            ଆନ୍ଧ୍ପ୍ରଦେଶକୁ ଜାତୀୟ ବିକାଶ ଉପହାର


              ସବୁଜ ଶକ୍   ି


                   ି
            ସବୁଜ ଶକ୍ ଏବଂ ଏକ ସ୍ାୟୀ ଭବିର୍୍ୟତ ପାଇଁ ପ୍ରଧାନମନ୍ତୀ ଦମାେୀ
            ଆନ୍ଧ୍ପ୍ରଦେଶର ବିଶାଖାପାଟଣା ନିକଟସ୍ ପୁଡିମାଡାକା ଠାଦର ଅତ୍ୟାଧୁନିକ
            ଏନଟିପସି ଗ୍ରୀନ ଏନଜଷି ଲମଦଟଡ୍ ଗ୍ରୀନ୍ ହାଇଦଡ୍ରାଦଜନ ହବ୍ ପ୍ରକଳ୍ପର
                             ି
                 ି
                              ି
            ଶିଳାନ୍ୟାସ କରିଛନ୍ତି । ଜାତୀୟ ସବୁଜ ହାଇଦଡ୍ରାଦଜନ ମିଶନ ଅଧୀନଦର
            ଏହା ଦହଉଛି ପ୍ରଥମ ସବୁଜ ହାଇଦଡ୍ରାଦଜନ ଦକନ୍ଦ୍ । ଏଥିଦର ପାଖାପାଖି
            ୧,୮୫,୦୦୦ ଦକାଟି ଟଙ୍କାର ପୁଞ୍ଜନିଦବଶ ଦହବ । ଏହି ପ୍ରକଳ୍ପ ୨୦୩୦
                                  ି
                            ି
            ସୁଦ୍ଧା ଭାରତର ୫୦୦ ଗଗାୱାଟ ଅଣ-ଜୀବାଶ୍ମ ଶକ୍ କ୍ମତା ଲକ୍୍ୟ ହାସଲ
                                            ି
            କରିବାଦର ଗୁର ୁ ତ୍ୱପୂର୍୍ଷ ଦଯାଗୋନ ଦେବ ।

              ନିଯୁକ୍ ପୟାଇଁ ମୟାଗ୍ଷ
                     ି

            ଅନାକାପଲ୍ୀ ଜିଲ୍ାର ନକ୍ାପଲ୍ୀଠାଦର ବଲ୍ ଡ୍ରଗ୍ ପାକ୍ଷର ଶିଳାନ୍ୟାସ
                                            ି
            କରାଯାଇଥିଲା । ବିଶାଖାପାଟଣା - ଦଚନ୍ନାଇ ଇଣ୍ଡଷ୍ଟଆଲ କରିଡର
              ି
                                                  ି
            (ଭସିଆଇସି) ଏବଂ ବିଶାଖାପାଟଣା - କାକିନାଡା ଦପଦରୋଲୟମ, ଦକମିକାଲ୍ସ
            ଏବଂ ଦପଦରୋଦକମିକାଲ୍ସ ନିଦବଶ ଦକ୍ତ୍ରର ନିକଟଦର ରହିଥିବା ଦହତ ୁ  ଏହା
                             ି
                          ି
            ହଜାର ହଜାର ନିଯୁକ୍ ସୃଷ୍ କରିବ ଏବଂ ଅଥ୍ଷଦନୈତିକ ବିକାଶକୁ ତ୍ୱରାନ୍ୱିତ   ଆନ୍ଧ୍ ରେଫଦଶ ଏହୟାର ଅଭନବ ରେକତି କୟାରଣର ୁ
                                                                                              ି
                                                                                                     ୃ
            କରିବ । ତିର ୁ ପତି ଜିଲ୍ାଦର ଦଚନ୍ନାଇ ଦବଙ୍ଗାଲ ୁ ର ୁ  ଇଣ୍ଡଷ୍ଟଆଲ କରିଡର   ଆଇଟି ଏବଂ ଫଟଫକ୍ନୟାଫଲୟାଜିର ଏଫତ ବଡ଼ ଫକନ୍ଦ୍
                                               ି
                        ି
            ଅଧୀନଦର ଥିବା କ୍ରଷ୍ଣାପାଟନମ୍ ଇଣ୍ଡଷ୍ଟଆଲ ଏରିଆ (ଦକଆରଇଏସ ସିଟି)
                                    ି
                                                                                                  ି
                                                    ୍ଷ
            ର ଶିଳାନ୍ୟାସ କରାଯାଇଛି । ଜାତୀୟ ଶିଳ୍ପ କରିଡର ବିକାଶ କାଯ୍ୟକ୍ରମ    ପୟାଲଟିଛି। ଭବିର୍୍ୟତଫର ଫବୈର୍ୟକ ଜ୍ୟାନଫକୌଶଳର
            ଅଧୀନଦର କ୍ରସ୍ ସିଟିକୁ ଏକ ଗ୍ରୀନେଲ୍ଡ ଶିଳ୍ପ ସ୍ାଟ୍ଷ ସିଟି ଭାବଦର ପରିକଳ୍ପନା   ହବ୍ ଫର ପରିଣତ ଫହବୟାର ସମୟ ଆସିଛି।
                                   ି
                     ି
                                                   ି
            କରାଯାଉଛି । ଏଥିର ୁ  ପ୍ରାୟ ୧ ଲକ୍ ପ୍ରତ୍ୟକ୍ ଓ ପଦରାକ୍ ନିଯୁକ୍ ସୁଦଯାଗ
            ସୃଷ୍ ଦହବ ଦବାଲ ଆକଳନ କରାଯାଇଛି ।                                      - ନଫରନ୍ଦ୍ ଫମୟାଦୀ, ରେଧୟାନମନ୍ତୀ
               ି
                       ି
                                                                           ୃ
                                                                 ି
                                             ଫରଳ ଓ ସଡ଼କ ଭତ୍ଭ ୂ ମିକୁ ସୁଦ଼େ କରିବୟା
                                                              ି
                                                                                         ୍ଷ
                 ପ୍ରଧାନମନ୍ତୀ ଦମାେୀ ୧୯,୫୦୦ ଦକାଟି ଟଙ୍କାର ୁ  ଅଧିକ ମୂଲ୍ୟର ଦରଳ ଏବଂ ସଡ଼କ ପ୍ରକଳ୍ପକୁ ରାଷ୍ଟ ଉଦଦେଶ୍ୟଦର ଉତ୍ଗ କରିଛନ୍ତି । ଏଥିଦର ବିଶାଖାପାଟଣାଦର
                      େକ୍ଣତଟ ଦରଳବାଇ ମୁଖ୍ୟାଳୟର ଶିଳାନ୍ୟାସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଅନ୍ତଭ ୁ ୍ଷକ୍ । ଏହି ପ୍ରକଳ୍ପଗୁଡ଼ିକ ଭଡ଼ ହ୍ାସ କରିବ, ଦଯାଗାଦଯାଗଦର ଉନ୍ନତି
                         ି
                                                                                   ି
                                          ଆଣବ ଏବଂ ଆଞ୍ଚଳିକ ସାମାଜିକ ଓ ଅଥ୍ଷଦନୈତିକ ବିକାଶକୁ ଦପ୍ରାତ୍ାହିତ କରିବ ।
                                            ି
                                                                     ୍ଷ
            ନିଯୁକ୍ ସୃଷ୍ କରିବ ।                                   କାଯ୍ୟକଳାପ ବଦ୍ଧି ପାଇବ ଏବଂ ପଯ୍ୟଟନ ଓ ସ୍ାନୀୟ ଅଥ୍ଷନୀତି ପାଇ  ଁ
                    ି
                 ି
                                                                                           ୍ଷ
                                                                            ୃ
                                                                              ି
              ଶିଳ୍ପ  ଓ  ଉତ୍ପାେନ  ଦକ୍ତ୍ରଦର  ଆନ୍ଧ୍ପ୍ରଦେଶକୁ  ଦେଶର  ଏକ  ଦଶ୍ରଷ୍ଠ   ନୂଆ ସୁଦଯାଗ ସୃଷ୍ ଦହବ । ଉନ୍ନତ ଦଯାଗାଦଯାଗ ଏବଂ ସୁବିଧା ସହିତ
            ରାଜ୍ୟଦର ପରିଣତ କରିବା ତାଙ୍କର ଲକ୍୍ୟ ଦବାଲ ପ୍ରଧାନମନ୍ତୀ ଦମାେୀ   ଆନ୍ଧ୍ପ୍ରଦେଶଦର ଭର୍ତିଭ ୂ ମି ବିପ୍ଳବ ରାଜ୍ୟର ଚିତ୍ରକୁ ବେଳାଇଦେବ ।
                                                                              ି
                                             ି
            କହିଛନ୍ତି  ।  ସରକାର  ଉତ୍ପାେନ  ସଂଯୁକ୍  ଦପ୍ରାତ୍ାହନ  (ପଏଲଆଇ)   ଆନ୍ଧ୍ପ୍ରଦେଶର ଉପକୂଳବର୍ତ୍ଷୀ ଅଞ୍ଚଳ ଶହ ଶହ ବର୍୍ଷ ଧରି ଭାରତର
                                                     ି
                                                                    ି
            ଦଯାଜନା  ଭଳି  ପେଦକ୍ପ  ମାଧ୍ୟମଦର  ଉତ୍ପାେନକୁ  ଦପ୍ରାତ୍ାହିତ   ବାଣଜ୍ୟର ପ୍ରଦବଶ ଦ୍ାର ପାଲଟିଛି । ସାମୁଦ୍ରକ ସୁଦଯାଗର ଉପଦଯାଗ
                                                                                                ି
            କର ୁ ଛନ୍ତି,  ଯାହାେଳଦର  ଉତ୍ପାେନ  ଦକ୍ତ୍ରଦର  ଭାରତ  ବିଶ୍ୱର  ଦଶ୍ରଷ୍ଠ   ପାଇଁ ଦକନ୍ଦ୍ ସରକାର ମିଶନ ଦମାଡଦର ନୀଳ ଅଥ୍ଷନୀତିକୁ ଦପ୍ରାତ୍ାହିତ
                                                                                                                ୃ
            ଦେଶ ମଧ୍ୟଦର ଗଣାଯାଉଛି ।                                କର ୁ ଛନ୍ତି । ମତ୍୍ୟ ଚାର୍ ସହ ଜଡ଼ିତ ଦଲାକଙ୍କ ଆୟ ଓ ବ୍ୟବସାୟ ବଦ୍ଧି
              ବିଶାଖାପାଟଣାର ନୂଆ ସହରଦର େକ୍ଣତଟ ଦରଳବାଇ ଦଜାନର         ପାଇଁ ବିଶାଖାପାଟଣା ମାଛଧରା ବଦେରର ଆଧୁନିକୀକରଣ, ମତ୍୍ୟଜୀବୀଙ୍କୁ
                                         ି
                                                                                                                ି
            ମୁଖ୍ୟାଳୟର  ଶିଳାନ୍ୟାସ  କରାଯାଇଛି  ।  େକ୍ଣତଟ  ଦରଳବାଇ    କିର୍ାନ  ଦକ୍ରଡିଟ୍  କାଡ୍ଷ  ଭଳି  ସୁବିଧା  ଦଯାଗାଇ  ଦେବା  ଏବଂ  ସାମୁଦ୍ରକ
                                               ି
                                                 ୃ
                                                        ି
                                                                            ି
            ଦଜାନ୍ ମୁଖ୍ୟାଳୟ ପ୍ରତିଷ୍ଠା ଦହଦଲ ଏହି ଅଞ୍ଚଳଦର କର୍ି ଓ ବାଣଜି୍ୟକ   ନିରାପର୍ତା ସୁନିଶ୍ତ କରିବା ଭଳି ଅଦନକ ପେଦକ୍ପ ନିଆଯାଉଛି । n
                                                                                  ଡି
                                                                                               ୃ
                                                                            ନ୍୍ୟୟୁ ଇଣ୍ଆ ସମାଚାର | ଫେବଆରୀ ୧-୧୫, ୨୦୨୫  43
   40   41   42   43   44   45   46   47   48   49   50